Jump to content

ବକ୍ଷଃ

ଉଇକିଅଭିଧାନ‌ରୁ

ବକ୍ଷଃ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ବକ୍ଷ୍ ଧାତୁ+କର୍ତ୍ତୃ. ଅସ୍)

[ସମ୍ପାଦନା]
୧. ବୁକୁ; ଛାତି; ଦୁଇ ସ୍କନ୍ଧ ଓ ଉଦରର ମଧ୍ୟସ୍ଥଳ; ପେଟ ଓ ବେକର ମଧ୍ୟସ୍ଥ ସମ୍ମୁଖସ୍ଥ ଶରୀରାଂଶ —୧. The breast; bosom; chest.
୨. ବଳଦ (ହିନ୍ଦୀ - ଶ) —୨. Bullocks.