Jump to content

ବକ୍ଷଃପୀଡ଼ା

ଉଇକିଅଭିଧାନ‌ରୁ

ବକ୍ଷଃପୀଡ଼ା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(୬ଷ୍ଠୀ ତତ୍; ବକ୍ଷଃ+ପୀଡ଼ା)

[ସମ୍ପାଦନା]
୧. ଛାତି ଦରଜ — ୧. Pain in the breast; chest complaint.
୨. ଯକ୍ଷ୍ମାରୋଗ —୨. Pulmonary consumption; pthisis.