ବକ୍ ବକ୍ କରି ଚାହିଁବା
ବକ୍ ବକ୍ ଚାହିଁବା—ଅନ୍ୟରୂପ)
ତାଟକା ହୋଇ ଚାହିଁ ରହିବା — To look on vacantly or helplessly; to stare.
ସମସ୍ତେ ବକ୍ ବକ୍ କରି ଚାହିଁ ଅଛନ୍ତି, କାହାକୁ କିଛି ବୁଦ୍ଧି ଦିଶୁ ନାହିଁ ନୀଳକଣ୍ଠ. ପିଲାଙ୍କ ରାମାୟଣ