ବକ୍ ବଜାରି
ଦେଖଣା
ବକ୍ ବଜାରି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ବଚ ଧାତୁ)
[ସମ୍ପାଦନା]- ୧. ଅବିରତ କଥା କହିବା —୧. Talking incessantly.
- ୨. ଅନେକ ସମୟ ପର୍ଯ୍ୟନ୍ତ ଉଚ୍ଚୈଃସ୍ୱରରେ ଗପିବା — ୨. Talking loudly for a long time.
- ୩. ବୁହତଗୁଡ଼ିଏ ଗପିବାଦ୍ୱାରା ବିରକ୍ତି ବା କ୍ଲାନ୍ତି — ୩. Weariness due to talking for a long time.
ବିଶେଷଣ -
[ସମ୍ପାଦନା]- ୧. ବାଦଦୂକ; ଗପଡ଼ୀ —୧. Talkative.
- ୨. ବହୁତଗୁଡ଼ାଏ ଗପି ଗପି ବିରକ୍ତ — ୨. Tired of talking too much.