ବକ ପଞ୍ଚକ

ଉଇକିଅଭିଧାନ‌ରୁ

ବକ ପଞ୍ଚକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

କାର୍ତ୍ତିକ ମାସର ପଞ୍ଚକ ବ୍ରତ; କାର୍ତ୍ତିକ ଶୁକ୍ଲ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଞ୍ଚଦିନ — The last five days of the lunar month of Kārttika.

[ଦ୍ରଷ୍ଟବ୍ୟ —ଏ ପାଞ୍ଚଦିନ ଆମିଷ ଭୋଜନ ନିଷିଦ୍ଧ କଥିତ ଅଛି ଯେ ଏ ପାଞ୍ଚଦିନ ବଗମାନେ ସୁଦ୍ଧା ମାଛ ଖାଆନ୍ତି ନାହିଁ]