Jump to content

ବକ ଯନ୍ତ୍ର

ଉଇକିଅଭିଧାନ‌ରୁ

ବକ ଯନ୍ତ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବୈଦ୍ୟକ)

[ସମ୍ପାଦନା]

କୌଣସି ଜଳମିଶ୍ରିତ ପଦାର୍ଥକୁ ନିଆଁରେ ବସାଇ ସେଥିରୁ ବାହାରିବା ବାମ୍ଫକୁ ବଗମୁଁହ ପରି ବଙ୍କା ନଳ ବାଟେ ନେଇ ଥଣ୍ଡା କରାଇ ଅରକ କାଢ଼ିବା ନିମନ୍ତେ ବ୍ୟବହୃତ ଯନ୍ତ୍ର —A crane-nacked apparatus used for distilling; a still; a retort.