ବଖରିଆ
ଦେଖଣା
ବଖରିଆ
ଉଚ୍ଚାରଣ
[ସମ୍ପାଦନା](ବଖୁରିଆ—ଅନ୍ୟରୂପ)
ଦେଶଜ - ବିଶେଷଣ - (ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ)
[ସମ୍ପାଦନା]- ୧. ଏତେ ସଂଖ୍ୟକ ବଖରାର ପରିମାଣଯୁକ୍ତ (ଗୃହ ବା କୋଠରୀ) — ୧. (a room or hall) Measuring so many standard-sized rooms.
(ଯଥା—ସାତ ବଖୁରିଆ ଡ଼ିହ)
- ୨. ଏତେ ସଂଖ୍ୟକ କୋଠରୀବିଶିଷ୍ଟ —୨. Consisting so many rooms; roomed (e.g. three-roomed).
(ଯଥା—ପାଞ୍ଚବଖୁରିଆ ଘର)
ପ୍ରାଦେଶିକ - (ଲରିଆ) ବିଶେଷ୍ୟ -
[ସମ୍ପାଦନା]ଘୋଡ଼ା ସଇସ — Syce; groom of a horse.