Jump to content

ବଖାଣ

ଉଇକିଅଭିଧାନ‌ରୁ

ବଖାଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବକ୍ଷ୍ୟମାଣ; ସଂସ୍କୃତ - ବ୍ୟାଖ୍ୟାନ; ପ୍ରା. ବକ୍ଖାଣ. ତୁଳ. ଫାରାସୀ - ବୟାନ)[ସମ୍ପାଦନା]

୧. କଥନ; କହିବା — ୧. Speaking; statement.
୨. ମୁଖବର୍ଣ୍ଣିତ ବିବରଣ —୨. Narration; oral description.
୩. ବର୍ଣ୍ଣନ —୩. Describing.

ବିଶେଷଣ -[ସମ୍ପାଦନା]

ଉକ୍ତ; କଥିତ —Spoken.

ତାହାଙ୍କ ଯେ ଅବା ଲକ୍ଷଣ ଛବିଶେ ହୋଇଛ ବଖାଣ ଜଗନ୍ନାଥ. ଭାଗବତ