ବଖାଣ
ଦେଖଣା
ବଖାଣ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ବକ୍ଷ୍ୟମାଣ; ସଂସ୍କୃତ - ବ୍ୟାଖ୍ୟାନ; ପ୍ରା. ବକ୍ଖାଣ. ତୁଳ. ଫାରାସୀ - ବୟାନ)
[ସମ୍ପାଦନା]- ୧. କଥନ; କହିବା — ୧. Speaking; statement.
- ୨. ମୁଖବର୍ଣ୍ଣିତ ବିବରଣ —୨. Narration; oral description.
- ୩. ବର୍ଣ୍ଣନ —୩. Describing.
ବିଶେଷଣ -
[ସମ୍ପାଦନା]ଉକ୍ତ; କଥିତ —Spoken.
ତାହାଙ୍କ ଯେ ଅବା ଲକ୍ଷଣ ଛବିଶେ ହୋଇଛ ବଖାଣ ଜଗନ୍ନାଥ. ଭାଗବତ