ବଗଲ
ଦେଖଣା
ବଗଲ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫାରାସୀ - ବଗଲ୍; ତୁଳ. ସଂସ୍କୃତ - ବାହୁମୂଳ)
[ସମ୍ପାଦନା]- ୧. କାଖ; ବାହୁମୂଲର ନିମ୍ନଦେଶ —୧. Armpits.
- ୨. ପାର୍ଶ୍ୱ ଦେଶ —୨. The side; flank.
- ୩. (ଦରଜୀଙ୍କ ଭାଷା)—କୁର୍ତ୍ତାର ଯେଉଁ ତ୍ରିକୋଣ କନା ଛାତି କନା ଓ ପିଠି କନାର ମଧ୍ୟରେ ଦୁଇପାର୍ଶ୍ୱରେ ଲାଗିଥାଏ —୩. The tringular piece of cloth on the sides of a shirt.
ପ୍ରାଦେଶିକ - (ଆଳି ଓ କନିକା) ବିଶେଷ୍ୟ -
[ସମ୍ପାଦନା]ମଇର ଦୁଇମୁଣ୍ଡ — The two ends of a ladder.