Jump to content

ବଙ୍ଗଳା ବାଟ

ଉଇକିଅଭିଧାନ‌ରୁ

ବଙ୍ଗଳା ବାଟ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ପ୍ରାଦେଶିକ - (ପୁରୀ) ବିଶେଷ୍ୟ -

[ସମ୍ପାଦନା]

ପୁରୀର ପଣ୍ଡା ଗୁମାସ୍ତାମାନଙ୍କକର ଯାତ୍ର ସଂଗ୍ରହ କରିବାପାଇଁ ବଙ୍ଗଦେଶକୁ ଯିବା — The agents of the Paṇḍās of Puri going to Bengal to secure pilgrims to Lord Jagannath.

ଏଇ ପେଟ ! ଏଇ ପେଟ ଲାଗି ବଙ୍ଗଳା ବାଟ ଢଗ