Jump to content

ବଚନ

ଉଇକିଅଭିଧାନ‌ରୁ

ବଚନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବଚ୍ ଧାତୁ+ଭାବ. ଅନ)[ସମ୍ପାଦନା]

୧. କଥନ — ୧. Speaking; utterance.
୨. (+କର୍ମ. ଅନ) ବାକ୍ୟ; କଥା; ମୁଖୋଚ୍ଚାରିତ ବାକ୍ୟ — ୨. Speech; spoken matter.
୩. ଶାସ୍ତ୍ରକଥିତ ବାକ୍ୟ — ୩. A saying of scriptures a passage from a sacred book.
୪. ସତ୍ୟ; ଅଙ୍ଗୀକରା; ପ୍ରତିଜ୍ଞା —୪. A promise.
୫. ବ୍ୟାକରଣର ଏକତ୍ୱ ବା ଏକାଧିକତ୍ୱଜ୍ଞାପକ ବିଧାନବିଶେଷ — ୫. (grammar) Number.

[ଦ୍ରଷ୍ଟବ୍ୟ —ସଂସ୍କୃତ ବ୍ୟାକରଣରେ ତିନିଗୋଟି ବଚନ ଅଛି; ଯଥା— ଏକବଚନ, ଦ୍ୱିବଚନ ଓ ବହୁବଚନ; କିନ୍ତୁ ଓଡ଼ିଆ, ବଙ୍ଗଳା ଓ ହିନ୍ଦୀଭାଷାରେ ବଚନ ଦୁଇଟି, ଯଥା—ଏକବଚନ ଓ ବହୁବଚନ]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଉପଦେଶ —୧. Advice.
୨. ଆଜ୍ଞା —୨. Order.