ବଛା

ଉଇକିଅଭିଧାନ‌ରୁ

ବଛା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନିର୍+ବାଚନ; ସଂସ୍କୃତ - ବିଚ୍ ଧାତୁ=ପୃଥକ କରିବା)[ସମ୍ପାଦନା]

୧. ନିର୍ବାଚନ; ବାଛିବା କର୍ମ —୧. The act of selecting.
୨. ବିଲ ବାଛିବା କର୍ମ —୨. The act of weeding of a paddy field.
୩. ଲୁଗାରେ ହୋଇଥିବା ଛିଦ୍ରରେ ଛୁଞ୍ଚିଦ୍ୱାରା ସୂତା ବୁଣିବା; ରିଫୁ; ରଫୁ —୩. The act of knitting a hole in a cloth with thread in imitation of the texure of the cloth; derning.
୪. ମାଛ ବାଛିବା କର୍ମ — ୪. The act of preparing fish for cooking.
୫. (ସଂସ୍କୃତ - ବତ୍ସା) ବଚ୍ଛା (ଦେଖ) - ୫. Bachchhā (See)
୬. ବଛା ମୁଦି (ଦେଖ) - —୬. Bachhā mudi (See)

ଅନୁବାଦ[ସମ୍ପାଦନା]

ବିଣ—(ସଂସ୍କୃତ - ନିର୍ବାଚିତ)[ସମ୍ପାଦନା]

୧. ଯାହାକୁ ବାଛି କରି ବାହାର କରାଯାଏ; ନିର୍ବାଚିତ —Selected.

ସବୁ କାଳରେ ଦେବେ ସାଧୁ ସଙ୍ଗ ଇଚ୍ଛା କରନ୍ତିଟି ଜାଣ ଏକଥା ଗୋଟି ବଚ୍ଛା କୃଷ୍ଣସିଂହ. ମହାଭାରତ. ଶାନ୍ତି

୨. ଶ୍ରେଷ୍ଠ —୨. Best; pre-eminent.

ବୋଇଲେ ଭୀଷ୍ମ ରାମ ରଥୀଙ୍କର ବଛା—କୃଷ୍ଣସିଂହ. ମହାଭାରତ. ଉଦୋଗ

ପ୍ରାଦେଶିକ - (ସମ୍ୱଲପୁର ଓ ଲରିଆ; ତୁଳ. ହିନ୍ଦୀ - ବଛବା) ବିଶେଷ୍ୟ -[ସମ୍ପାଦନା]

ଅଣ୍ଡିରା ବାଛୁରୀ —A young bullock.

ବିନ୍ୱଛାର୍ ଗାଈ, ବିଶେଷ୍ୟ - ପୁଅର ମାଈ ବିନ୍ ଧନର ଘର୍ ତେଜ୍ୟାବର—ଢଗ

ପ୍ରାଦେଶିକ - (ଗଡ଼ଜାତ)ବିଶେଷଣ -[ସମ୍ପାଦନା]

ଅଣ୍ଡିରା (ପଶୁ) — Male (beast).