ବଛା
ଦେଖଣା
ବଛା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବଛା
ଦେଶଜ - ବିଶେଷ୍ୟ - (ସଂସ୍କୃତ - ନିର୍+ବାଚନ; ସଂସ୍କୃତ - ବିଚ୍ ଧାତୁ=ପୃଥକ କରିବା)
[ସମ୍ପାଦନା]- ୧. ନିର୍ବାଚନ; ବାଛିବା କର୍ମ —୧. The act of selecting.
- ୨. ବିଲ ବାଛିବା କର୍ମ —୨. The act of weeding of a paddy field.
- ୩. ଲୁଗାରେ ହୋଇଥିବା ଛିଦ୍ରରେ ଛୁଞ୍ଚିଦ୍ୱାରା ସୂତା ବୁଣିବା; ରିଫୁ; ରଫୁ —୩. The act of knitting a hole in a cloth with thread in imitation of the texure of the cloth; derning.
- ୪. ମାଛ ବାଛିବା କର୍ମ — ୪. The act of preparing fish for cooking.
- ୫. (ସଂସ୍କୃତ - ବତ୍ସା) ବଚ୍ଛା (ଦେଖ) - ୫. Bachchhā (See)
- ୬. ବଛା ମୁଦି (ଦେଖ) - —୬. Bachhā mudi (See)
ଅନୁବାଦ
[ସମ୍ପାଦନା]ବଛା
|
ବିଣ—(ସଂସ୍କୃତ - ନିର୍ବାଚିତ)
[ସମ୍ପାଦନା]- ୧. ଯାହାକୁ ବାଛି କରି ବାହାର କରାଯାଏ; ନିର୍ବାଚିତ —Selected.
ସବୁ କାଳରେ ଦେବେ ସାଧୁ ସଙ୍ଗ ଇଚ୍ଛା କରନ୍ତିଟି ଜାଣ ଏକଥା ଗୋଟି ବଚ୍ଛା କୃଷ୍ଣସିଂହ. ମହାଭାରତ. ଶାନ୍ତି
- ୨. ଶ୍ରେଷ୍ଠ —୨. Best; pre-eminent.
ବୋଇଲେ ଭୀଷ୍ମ ରାମ ରଥୀଙ୍କର ବଛା—କୃଷ୍ଣସିଂହ. ମହାଭାରତ. ଉଦୋଗ
ପ୍ରାଦେଶିକ - (ସମ୍ୱଲପୁର ଓ ଲରିଆ; ତୁଳ. ହିନ୍ଦୀ - ବଛବା) ବିଶେଷ୍ୟ -
[ସମ୍ପାଦନା]ଅଣ୍ଡିରା ବାଛୁରୀ —A young bullock.
ବିନ୍ୱଛାର୍ ଗାଈ, ବିଶେଷ୍ୟ - ପୁଅର ମାଈ ବିନ୍ ଧନର ଘର୍ ତେଜ୍ୟାବର—ଢଗ
ପ୍ରାଦେଶିକ - (ଗଡ଼ଜାତ)ବିଶେଷଣ -
[ସମ୍ପାଦନା]ଅଣ୍ଡିରା (ପଶୁ) — Male (beast).