ବଜାର
ଦେଖଣା
ବଜାର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫାରାସୀ - ବାଜାର= ଦ୍ରବ୍ୟାଦିର ପ୍ରାପ୍ତିସ୍ଥାନ; ଅର୍ଥାତ୍ ଯେଉଁଠାରେ ନିତ୍ୟବ୍ୟବହାର୍ଯ୍ୟ ବିକ୍ରି ହୁଏ)
[ସମ୍ପାଦନା]- ୧. ପଣ୍ୟ ବୀଥିକା; କ୍ରୟ ବିକ୍ରୟ ସ୍ଥାନ — ୧. Bazar; mart.
- ୨. ଦୋକାନ ଶ୍ରେଣୀ —୨. A row of shops.
- ୩. ଦୋକାନଶ୍ରେଣୀସଜ୍ଜିତ ନଗରରେ ରାଜପଥ —୩. A road in the town, containing rows of shops.
[ଦ୍ରଷ୍ଟବ୍ୟ —ହାଟରେ ସପ୍ତାହର ପାଳି ଦିନ ପଣ୍ୟ ଦ୍ରବ୍ୟ ବିକା କିଣା ହୁଏ, ମାତ୍ର ବଜାରରେ ସବୁ ଦିନେ ବିକ୍ରି ଖରଦି ଲାଗିଥାଏ]
- ୪. ସମୂହ —୪. Collection; multitude.
ହଜାର ହଜାର ଯାର ପ୍ରଣୟବତୀ ବଜାର ତହୁଁ କେହି ରଖିଥିବ ଜାକି କବିସୂର୍ଯ୍ୟ. ସଙ୍ଗୀତ