Jump to content

ବଜାର

ଉଇକିଅଭିଧାନ‌ରୁ

ବଜାର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ବାଜାର= ଦ୍ରବ୍ୟାଦିର ପ୍ରାପ୍ତିସ୍ଥାନ; ଅର୍ଥାତ୍ ଯେଉଁଠାରେ ନିତ୍ୟବ୍ୟବହାର୍ଯ୍ୟ ବିକ୍ରି ହୁଏ)[ସମ୍ପାଦନା]

୧. ପଣ୍ୟ ବୀଥିକା; କ୍ରୟ ବିକ୍ରୟ ସ୍ଥାନ — ୧. Bazar; mart.
୨. ଦୋକାନ ଶ୍ରେଣୀ —୨. A row of shops.
୩. ଦୋକାନଶ୍ରେଣୀସଜ୍ଜିତ ନଗରରେ ରାଜପଥ —୩. A road in the town, containing rows of shops.

[ଦ୍ରଷ୍ଟବ୍ୟ —ହାଟରେ ସପ୍ତାହର ପାଳି ଦିନ ପଣ୍ୟ ଦ୍ରବ୍ୟ ବିକା କିଣା ହୁଏ, ମାତ୍ର ବଜାରରେ ସବୁ ଦିନେ ବିକ୍ରି ଖରଦି ଲାଗିଥାଏ]

୪. ସମୂହ —୪. Collection; multitude.

ହଜାର ହଜାର ଯାର ପ୍ରଣୟବତୀ ବଜାର ତହୁଁ କେହି ରଖିଥିବ ଜାକି କବିସୂର୍ଯ୍ୟ. ସଙ୍ଗୀତ