ବଜେଟ୍

ଉଇକିଅଭିଧାନ‌ରୁ

ବଜେଟ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ବଜଟ୍—ଅନ୍ୟରୂପ)

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ)[ସମ୍ପାଦନା]

ଆଗାମୀ ବର୍ଷର ଆୟବ୍ୟୟର ଆନୁମାନିକ ତାଲିକା —Budget.

[ଦ୍ରଷ୍ଟବ୍ୟ —ଏହା ବର୍ଷର ଆରମ୍ଭରୁ କରାଯାଏ ଓ ବର୍ଷ ଶେଷରେ ପ୍ରକୃତ ଆୟବ୍ୟୟ ଦେଖା ଗଲେ ତାହା ଠିକ୍ ହିସାବ କରି ତାଲିକା କଲେ ତାକୁ ରିଭାଇଜ୍ଡ଼୍ (revised) ବଜେଟ୍ କହନ୍ତି]