ବଜ୍ର ନାଦ

ଉଇକିଅଭିଧାନ‌ରୁ

ବଜ୍ର ନାଦ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ବଜ୍ର ନିନାଦ, ବଜ୍ର ନିର୍ଘୋଷ, ବଜ୍ର ନିଷ୍ପେଷଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - (ଷଷ୍ଠୀ ତତ୍; ବଜ୍ର+ ନାଦ)[ସମ୍ପାଦନା]

୧. ଅଶନି ଶବ୍ଦ; ଘଡ଼ଘଡ଼ି — ୧. Thunder-clap.
୨. ଘଡଘଡ଼ି ପରି ଉଚ୍ଚ ଶବ୍ଦ — ୨. Thundering sound; a very loud sound like that of thunder.