Jump to content

ବଟମ

ଉଇକିଅଭିଧାନ‌ରୁ

ବଟମ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ପ୍ରାଦେଶିକ - (ବାଲେଶ୍ୱର) ବୈଦେଶିକ - ବିଶେଷ୍ୟ - [ଜାହାଜିଆ ଶବ୍ଦ; ବାଲେ— ଶ୍ୱରରେ ପୂର୍ବେ ଜାହାଜ କାରବାର ଚଳୁଥିବା ବେଳେ ବ୍ୟବହୃତ ଶବ୍ଦ; ଢୁଳ. ଇଂ ବଟମ୍ରୀ (bottomry) ଜାହାଜକୁ ବନ୍ଧକ ଦେଇ ଋଣ କରାଯିବା ଟଙ୍କା]

[ସମ୍ପାଦନା]

ଜାହାଜିଆମାନଙ୍କୁ ଅନ୍ୟ ଲୋକମାନେ ବେଶି ସୁଧରେ ଋଣ ଦେବା ଟଙ୍କା —Loans advanced to sailors at high rate of interest.

ତାହାର ପାଞ୍ଚ ମାସର ଦରମା ସାଢ଼େ ସାତ ଟଙ୍କା ଆଗତୁର ନେଇ ବଟମ ଦେଇ ଥିଲା ଫକୀରମୋହନ ଗଳ୍ପସ୍ୱଳ୍ପ