ବଡ଼

ଉଇକିଅଭିଧାନ‌ରୁ

ବଡ଼

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ସାନ—ବିପରୀତ)

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ବର=ଶ୍ରେଷ୍ଠ; ସଂସ୍କୃତ - ବଡ଼୍ର+ବୃହତ୍; ମହତ୍ Apte)[ସମ୍ପାଦନା]

୧. ବୃହତ —୧. Large; big.
୨. ଉଦାର —୨. Liberal; magnani mous.
୩. ମହତ୍; ମହାନ୍ —୩. Great; noble.
୪. ବଯୋବୃଦ୍ଧ —୪. Older; senoir; elder.

ବଡ଼ ବୋହୁ ବଡ଼ିଆକାଙ୍କ, ସାନ ବୋହୁ ଚାକିରି ଦେଖ—ଢ଼ଗ

୫. ପ୍ରଧାନ; ଶ୍ରେଷ୍ଠ —୫. Superior; chief.
୬. ଅତ୍ୟଧିକ —୬. Excessive.
୭. ଉଚ୍ଚ; ଡ଼େଙ୍ଗା —୮. Tall; high.
୮. ପରିଣତବୟସ୍କ —୮. Major.
୯. ଦୃଷ୍ଟରଜା (କନ୍ୟା) —୯. Menstruated (girl); who has attained maturity.
୧. ଅପେକ୍ଷା ବେଶି —୧୦. More than.

ଆମ୍ୱେରୁହାକ୍ଷର ଖେଳା କଟାକ୍ଷର ଦମ୍ଭୋଚିରୁ ବଡ଼ ଦାଉ କବିସ୍ୱର୍ଯ୍ୟ. ସଙ୍ଗୀତ

୧୧. ଧନୀ; ବିଭବଶାଳୀ —୧୧. Rich; afflyent.

(ଯଥା—ବଡ଼ଲୋକ; ବଡ଼ ଘରର ପୁଅ)

ବିଣରବିଶେଷଣ - ଓ କ୍ରି.ବିଶେଷଣ -[ସମ୍ପାଦନା]

୧. ଅତ୍ୟନ୍ତ —୧. Verymuch.

ପ୍ରୟ ସହ ! ପରମାଦ ବଡ଼ ତୁହି ଗୋ କବିସୂର୍ଯ୍ୟ କିଶୋରୀ ଚମ୍ପୁ. ପ ଗୀତ

୨. ଅଧିକତରୂପେ; ଅପେକ୍ଷାକୃତ —Much more.
୩. ଅତ୍ୟଧିକ; ଅତ୍ୟନ୍ତ —୩. Too much; excessively.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ବହୁଲୋକଙ୍କ ମଧ୍ୟରେ ସମସ୍ତଙ୍କ ଅପେକ୍ଷା ବୟସରେ ବଡ଼ —୧. The eldest of all.

ପୁଚ୍ଚିଲେ ଲୋମଶଙ୍କୁ ପାଣ୍ଡବଙ୍କ ବଡ଼ କୃଷ୍ଣସିଂହ ମହାଭାରତ ବନ

୨. ବୟୋବୃଦ୍ଧ ବ୍ୟକ୍ତି —୨. Elderly person.

ବଡ଼ ବଡ଼ ଗଲେ ଫସର ଫାଟି ସାନ ସାନ ଅଇଲେ ବେଶର ବାଟି—ଢ଼ଗ

(ବଡ଼ୀ—ସ୍ତ୍ରୀ) 

ପ୍ରାଦେଶିକ - (ବାଲେଶ୍ୱର)ବି[ସମ୍ପାଦନା]

୧. କୁଟାରେ ତିଆରି ହୋଇ ଥିବା ନିଆଁ ହୁଳା; ନିଆଁ ବଡ଼ିଆ —୧. A bundle of straw made in to a plait for preserving fire.
୨. ଛଣଖାଇ (ଦେଖ) - —୨. Chhaṇakhāi (See)
୩. (ମେଦିନପୁର ଓ ସିଂହଭୁମ) ବି—ବର ଗଛ (ତୁଳ. ବଙ୍ଗାଳୀ - ଏହି ର୍ଥ୍ଥେ ବଡ଼) —୩. Banyan tree.
୪. (ସମ୍ୱଲପୁର) ବିଶେଷ୍ୟ - ପୁଂ—ଦଦେଇ; ବାପର ବଡ଼ ଭାଇ — ୪. Father's elder brother.