ବଡ଼ପଣ
ଦେଖଣା
ବଡ଼ପଣ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା][ବଡ଼ପଣିଆ(ଆଁ)—ଅନ୍ୟରୂପ]
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଗର୍ବ —୧. Pride.
- ୨. ବଡ଼ଲୋକୀ; ଧନୀ ହେବା ଅବସ୍ଥା — ୨. The state of being rich.
- ୩. ଗୌରବ; ମହତ୍ୱ —୩. Greatness.
ତାହାଙ୍କୁ ତୁମ୍ଭେ ଯୁଦ୍ଧେ ମାରି ଏହି ଟାଣ କଲେ ସିନା ଲୋକ ହୋଇବ ବଡ଼ ପଣ କୃଷ୍ଣସିଂହ. ମହାଭାରତ ଉଦଯୋଗ
- ୪. ଆପଣାକୁ ବଡ଼ କରି ଦେଖାଇବାର ଭାବ — ୪. Assuming to be a big man; self aggrandisation.