ବଡ଼ୁସେବା

ଉଇକିଅଭିଧାନ‌ରୁ

ବଡ଼ୁସେବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ପ୍ରାଦେଶିକ - (ପୁରୀ) ବିଶେଷ୍ୟ -[ସମ୍ପାଦନା]

୧. ଜଗନ୍ନାଥଙ୍କଠାରେ ଲାଗି ହୋଇଥିବା ଫୁଲ ଆଣି ପୁରୀ ରାଜାଙ୍କୁ ଦେବା ଓ ମୁହଁ ଧୋଇବା— ବେଳେ ଓ ବଡ଼ଶିଂଘାରବେଳେ ଗଡ଼ୁରେ ଜଗନ୍ନାଥଙ୍କ ପାଣି ଯୋଗାଇବା ସେବା —୧. Service performed by a Brāhmaṇa Sebak before Lord Jagannath and with the Rājā of Puri.
୨. ଶୁଦ୍ରସେବଙ୍କର ଭୁବନେଶ୍ୱର ଲିଙ୍ଗରାଜ ମହାପ୍ରଭୁଙ୍କ ପାଣି, ଫୁଲ ଓ ବେଲପତ୍ରି ଲାଗି କରିବା ଓ ବେଶ କରିବା ସେବା — ୨. Service of offering water, flowers and bel-leaves performed by the Ṡūdra Sebaks at Bhubaneṡwar.