ବଡ଼ ଦାଣ୍ଡ
ଦେଖଣା
ବଡ଼ ଦାଣ୍ଡ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବଡ଼ ଦାଣ୍ଡ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପ୍ରଶସ୍ତ ରାସ୍ତା — ୧. High road
- ୨. ପୁରୀ ଜଗନ୍ନାଥଙ୍କ ମନ୍ଦିରଠାରୁ ଗୁଣ୍ଡଚା ଘରଯାଏ ପଡ଼ିଥିବା ପ୍ରଶସ୍ତ ରାସ୍ତା —୨. The wide road extending from Puri temple to Guṇḍichāghara.
ବଡ଼ ଦାଣ୍ଡଠାରୁ ତଟେ ଯହିଁ ବାଭାଜନ୍ତି ମହାବୀର— ରାଧାନାଥ—ପାର୍ବତୀ