ବଡ଼ ଦିନ

ଉଇକିଅଭିଧାନ‌ରୁ

ବଡ଼ ଦିନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଇଂରାଜୀ ଡ଼ିସମ୍ୱର ମାସର ତା ୨୫: ରିଖ; ଖ୍ରୀଷ୍ଟ ମସ୍ —୧. Christmas day falling on the twentyfifth of December.

[ଦ୍ରଷ୍ଟବ୍ୟ —ଏ ଦିନ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଦିନ ଆହୁରି ମଧ୍ୟ ଏହି ଦିନଠାରୁ ଦିନମାନ କ୍ରମଶଃ ବଡ଼ ହେବାର ଅନୁମିତ ହୁଏ, ସେଥି— ପାଇଁ ଏହାକୁ ବଡ଼ଦିନ କହନ୍ତି ଡ଼ିସମ୍ୱର ମାସ ୨୨: ତାରିଖରୁ ଦିନ କ୍ରମେ ବଡ ହୁଏ ଓ ରାତି କମେ

୨. ଖ୍ରୀଷ୍ଟିୟାନ୍ ମାନଙ୍କର ଡିସେମ୍ୱର ମାସର ଶେଷ ସପ୍ତାହର ପର୍ବ — ୨. The christmas festival.
୩. ଯେଉଁ ଦିନମାନଙ୍କ ପରିମାଣ ରାତ୍ରର ପରିମାଣ ଅପେକ୍ଷା ବେଶୀ —୩. A day longer in duration than the night.