Jump to content

ବଡ ମା

ଉଇକିଅଭିଧାନ‌ରୁ

ବଡ ମା

ଉଚ୍ଚାରଣ

[ସମ୍ପାଦନା]

(ବଡ଼ ମାଆ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]
୧. ପିତାମହୀ — ୧. Paternal grandmother.
୨. ଦେଠେଈ — ୨. Elder paternal aunt.
୩. ଜ୍ୟେଷ୍ଠ ବିମାତା — ୩. One's elder step- mother.