ବଢେଇବା
ଦେଖଣା
ବ(ଢେ)ଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ବର୍ଦ୍ଧନ; ପ୍ରା. ବଡ୍ଢଣ)
[ସମ୍ପାଦନା]- ୧. ବଢ଼ିବା କ୍ରିୟାର ଣିଜନ୍ତ ରୂପ — ୧. Causative of Baṟḍ̠ẖibā
- ୨. ବାଢ଼ିବା କ୍ରିୟାର ଣିଜନ୍ତ ରୂପ — ୨. Causative of Bāṟḍ̠ẖibā
- ୩. (କର ଆଦି) ପ୍ରାସାରିତ କରିବା — ୩. To extend or outstretch.
ଖମଣି ମଣ୍ଡଳକୁ ତୁ କର ବତାଉଇଲୁରେ କବିସୂର୍ଯ୍ୟ. କିଶୋରୀଚମ୍ପୂ ଖ ଗୀତା
- ୪. ପୂରଣ କରିବା —୪. To finish; to fulfil.
ଅନୁବାଦ
[ସମ୍ପାଦନା]ଆଜଠାରୁ ତୁମ୍ଭର ଆଶ୍ରମରେ ଥିବ ତୁମ୍ଭର ମନୋରଥ ସମସ୍ତ ବଢ଼ାଇବି କୃଷ୍ଣସିଂହ. ମହାଭାରତ ବନ
- ୫. ପ୍ରାଣକୁ ନାଶ କରିବା; ମାରିବା —୫. To destroy life; to kill.
ବୋଇଲା ବ୍ରାହ୍ମଣ ତୁ ହେଲୁ ନିଶ୍ଚେଁ ବାଇ ତୋ ଘେନି ସବୁ ଦ୍ୱିଜେ ଦେବି ମୁଁବଢ଼ାଇ କୃଷ୍ଣସିଂହ. ମହାଭାରତ. ବନ
- ୬. ଶିଶୁ ଆଦିଙ୍କୁ ବାଲ୍ୟ କାଳରୁ ଲାଳନ ପିଳନ କରବା — ୬. To bring up or foster a child.
ଏ ଲଳିତ ବପୁ ବଢ଼ାଇଲା ଯେହୁ ନିଜ ସ୍ତନୁ ଦେଇ କ୍ଷୀର ରାଧାନାଥ, ଯଯାତି
- ୭. ହସ୍ତଦ୍ୱାରା କୌଣସି ବସ୍ତୁକୁ ଅନ୍ୟ ବ୍ୟକ୍ତିଠାରେ ଅର୍ପଣ କରିବା —୭. To hand over.
ବିଡ଼ିଆ ବିଡ଼ି ବଢ଼ାଇଲି ସଜାଡ଼ି କବିସୂର୍ଯ୍ୟ. ରତ୍ନାକର ଚମ୍ପୂ
- ୮. (ମନ) ବଳାଇବା —୭. To engage or incite one's mind to do a thing; to make one's mind intent upon doing a thing.
ଯାବତ ନାନା କର୍ମ କରେ ମନ ବଢ଼ାଇ ନିରନ୍ତରେ ଜଗନ୍ନାଥ, ଭାଗବତ
- ୯. (ଲକ୍ଷଣାର୍ଥ) ସାହାଯ୍ୟ କରିବା —୯. (figurative) To help.
ବିଚାରି ଭରସା ବଢ଼ାଆ ଅପରିମିତ କବିସୂର୍ଯ୍ୟ, ସଙ୍ଗୀତ
- ୧. ଆଗକୁ ଧାବିତ କରାଇବା — ୧୦. To cause to run forward.
ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -
[ସମ୍ପାଦନା]ଅଧିକ ସୂତା ଛାଡ଼ି ଘୁଡ଼ିକୁ ବେଶି ବେଶି ଉଚ୍ଚକୁ ଉଠିବାକୁ ଦେବା —To let one's kite fly higher than the other by letting out more string.