Jump to content

ବଣା ହେବା

ଉଇକିଅଭିଧାନ‌ରୁ

ବଣା ହେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.—(ସଂସ୍କୃତ - ଭ୍ରାନ୍ତି)

[ସମ୍ପାଦନା]
୧. ଭ୍ରାନ୍ତି ହେବା —୧. To err; to be mistake; to fall into error
୨. ବାଟ ଭୂଲିବା —୨. To go astray.

ଜାଣିଲି ପାଣ୍ଡୁସୂତଙ୍କର ବୁଦ୍ଧି ଉଣା ତୁମ୍ଭ ବୋଲେ ମାର୍ଗ ଛାଡ଼ି ଯା ହେଲେ ବଣା— କୃଷ୍ଣସିଂହ. ମହାଭାରତ ସଭା

୩. ବୁଦ୍ଧିଭ୍ରଷ୍ଟ ହେବା —୩. To be dumbfounded; to be at a loss; to be bewildered.
୪. ବୁଝା ନ ହେବା; ଜଣା ନ ଯିବା —୪. Not to be understood not to be known.

ସନ୍ଧବା ବିନ୍ଧିବା ସାତ୍ୟକିଙ୍କର ବଣା ହୋଲା ଜାଣ ସୁରାସୁରଙ୍କୁ ମହାମନା କୃଷ୍ଣସିଂହ. ମହାଭାରତ ଦ୍ରୋଣ