ବଣି

ଉଇକିଅଭିଧାନ‌ରୁ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ଭୂମିଚର ଗ୍ରାମ୍ୟ ପକ୍ଷବିଶେଷ
  • ହେନ୍ତାଳ
  • କ୍ଷୁଦ୍ର ବଣବଣି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନାମ ଅବଲକ୍ଷ)[ସମ୍ପାଦନା]

ଭୂମିଚର ଗ୍ରାମ୍ୟ ପକ୍ଷବିଶେଷ — The common myna; Acridotherus Tristis.

ଝଣ୍ଟିକା ମାରି ବଣି ପୋଷିବା ନ୍ୟାୟ—ତଗ

[ଦ୍ରଷ୍ଟବ୍ୟ —ଏହା ତେର ଚଉଦ ଆଙ୍ଗୁଳି ଦୀର୍ଘ; ମୁଣ୍ଡ ଓ ବେକ


କଳା; ପେଟ ନାଲି ଖଇରା ବା ଶ୍ୱେତାର; ଆକ୍ଷି ତଳେ ଓ ପକ୍ଷ ଶେଷରେ ଧଳା ବା ନାଲି ବା ହଳଦିଆ ଦାତ ଥାଏ; ଏମାନଙ୍କୁ ପୋଷିଲେ ଏମାନେ ମନୁଷ୍ୟ ପରି ଡାକ ଶିଖନ୍ତି ଏମାନେ ଝିଣ୍ଟିକା ଓ ପୋକ ଜୋକ ଖାଇ ପ୍ରାଣଧାରଣ କରନ୍ତି ଏମାନେ ସାରୀଜାତୀୟ; ସାରୀମାନେ ଜଙ୍ଗଲ ଓ ପାହାଡ଼ରେ ଥାଆନ୍ତି, କିନ୍ତୁ ଏମାନେ ଗ୍ରାମ ନିକଟସ୍ଥ ବୃକ୍ଷରେ ଓ କୋଠାରେ ଖୋପରେ କାଠିକୁଟାରେ ବସା ତିଆରି କରି ବାସ କରନ୍ତି ଏକ ଜାତୀୟ ବଣିକୁ 'ରାଜବଣି' କୁହାଯାଏ ଆଉ ଏକ ଜାତୀୟ ବଣିକୁ ଗୁହୁକାଳିକା ବା ଗୁହୁବଣି କହନ୍ତି; ଏହାକୁ ବଙ୍ଗଳାରେ ଗୁୟା ସାଲିକ ଓ ଇଂରାଜିରେ The pied myna କହନ୍ତି ଅନ୍ୟ ଏକପ୍ରକାର ବଣିକୁ ନାଲି ବଣି ବୋଲାଯାଏ; ଏହାକୁ ବଙ୍ଗଳାରେ ଗାଙ୍ଗସାଲିକ ଓ ଇଂରାଜିରେ Bank myna କୁହାଯାଏ]

୨. ହେନ୍ତାଳ —୨. Mangrove roots Avicennia Officinalis
୩. ସ୍ତ୍ରୀ ଲୋକଙ୍କୁ ଦିଆଯିବା ନାମ — ୩. A name given to females.
୪. (ସଂସ୍କୃତ - ବନ) କ୍ଷଦ୍ର ବଣ—(ଯଥା—ତାଳ ବଣି) ୪. A small custer of trees.