ବଣିଆଁ

ଉଇକିଅଭିଧାନ‌ରୁ

ବଣିଆଁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଅନ୍ୟ ବୃକ୍ଷ ବାଚକ ଶବ୍ଦ ମଙ୍ଗେ ବ୍ୟବହୃତ; ଯଥା— ବେଲ ବଣିଆ, ତାଳ ବଣିଆ—)[ସମ୍ପାଦନା]

୧. ଏକ ଜାତୀୟ ବୃକ୍ଷମାନଙ୍କର ସମଷ୍ଟି ବା ତୋଟା —୧. A grove or plantation of one kind of trees.

ନୀରନ୍ଧ୍ର ନିବିଡ଼ କୀତକ ବଣିଆ ରାଧାନାଥ. ଚିଲିକା

୨. ପୁଷ୍ପବୃକ୍ଷବିଶେଷ —୨. Yellow flowered Hibiscus Tiliceus (Haines)
୩. ବଣିଆଁ (ଦେଖ) - — ୩. Beṇiāñ (See)

ଅନୁବାଦ[ସମ୍ପାଦନା]

(ବଣିଆଣୀ—ସ୍ତ୍ରୀ) 
୪. ପୁଂ. (ସଂସ୍କୃତ - ବଣିକ୍)—ସୁନାରି ବଣିଆ; ସୁନା ରୁପାର କାରିଗରି —୧. Goldsmithl silversmith.
୫. ପୋଟଳି ବଣିଆ; ଗନ୍ଧବଣିକ —୫. Druggist.
୬. କୁମୁଟୀ; ବଣିକ; ବେପାରୀ —୬. A trader.
୭. ବୈଶ୍ୟ —୭. B&aline;i̱ṡya.