ବତି

ଉଇକିଅଭିଧାନ‌ରୁ

ବତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂ ବର୍ତ୍ତି, ପ୍ରା. ବତ୍ତି)[ସମ୍ପାଦନା]

୧. ଶଳିତା; ବଳିତା — ୧. A wick.

[ ଦ୍ର—ସୂତା, ତୁଳା ବା କନାକୁ ବଳି ବତି ପ୍ରସ୍ତୁତ କରାଯାଏ; କାଚର ଲାମ୍ପ୍ ଓ ଲଣ୍ଟନ ଆଦିରେ ଜଳିବାପାଇଁ ମୋଟ ଫିତା ଆକାରର ବତି କଳରେ ବୁଣାଯାଏ ]

୨. ମହମ ବତୀ —୨. Candle.
୩. ପ୍ରଦୀପ —୩. Lamp.