Jump to content

ବତ୍ସକ

ଉଇକିଅଭିଧାନ‌ରୁ

ବତ୍ସକ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବି—(ବତ୍ସ+ସ୍ୱାର୍ଥେ. କ)

[ସମ୍ପାଦନା]
୧. ପୁତ୍ର; ସନ୍ତାନ — ୧. Son.

ବତ୍ସକ ଅନୁଭବରେ ଶିଖୀ ଶୋଭାକର—ଭଞ୍ଜ ବେଦେହୀଶବିଳାସ

୨. କୁଟଜ (ଦେଖ) - —୨. Kuṭaja (See).
୩. ବାଛୁରୀ —୩. Calf.

ବତ୍ସବ ସହି ସୁରଭି ପୟୋଧର ବ୍ରଜ ବ୍ରଜ ଝଟକନ୍ତି ଭଞ୍ଜ—ବୈଦେହୀଶବିଳାସ

୪. ଇନ୍ଦ୍ରଯବ (ହିନ୍ଦୀ - ଶ.) (ଦେଖ) - —୪. Indraj̄aba (See)
୫. ନିର୍ଗୁଣ୍ଡୀ (ହିନ୍ଦୀ - ଶ.) (ଦେଖ) - —୫. Nirguṇḍī (See).