ବଦ୍ମାସ୍
ଦେଖଣା
ବଦ୍ମାସ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବଦ୍ମାଇସ୍, ବଦ୍ମାଇସି, ବଦ୍ମାଏସ୍, ବଦ୍ମାଏସି, ବଦ୍ମାସିଆ ଅନ୍ୟରୂପ
== ବୈଦେଶିକ - ବିଶେଷଣ - (ଫାରାସୀ - ବଦ୍ମାଶ୍; ବଦ୍=ମନ୍ଦ+ମଆସ୍
[ସମ୍ପାଦନା]- ୧. ଅନ୍ୟାଯ୍ୟ ଉପାୟରେ ଜୀବିକା ନିର୍ବାହକାରୀ ୧. Pursuing an immoral or infamous profession.
- ୨. ଦୁଷ୍ଟ; ଦୁର୍ବୃତ୍ତ; ଖେଚେ଼ଡ଼ା; କମଣା — ୨. Wicked; infamous; wanton.
- ୩. ଚରିତ୍ରହୀନ; ନଷ୍ଟଚରିତ୍ର — ୩. Immoral.
ବୈଦେଶିକ - ବିଶେଷ୍ୟ -
[ସମ୍ପାଦନା]ମନ୍ଦ ବା ଦୁଷ୍ଟ ବ୍ୟକ୍ତି —Wicked man; a man of evil character; a bad character.
ଏବଂ ସେ ଜଣେ ମଶୁର ବଦ୍ମାଏସ ଏବଂ ଜାଲିମବାଜ ଥିବାହାଲତ୍ ଫକୀରମୋହନ—ଛମାଣ ଆଠଗୁଣ୍ଠ