ବଧ
ଦେଖଣା
ବଧ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବଧ
|
ସଂସ୍କୃତ - ବିଶେଷ୍ୟ - (ହନ୍, କିଂବା ବଧ୍ ଧାତୁ+ ଭାବ. ଅ)
[ସମ୍ପାଦନା]- ୧. ହନନ; ନାଶ; ହତ୍ୟା; ମାରଣ —୧. Killing; destruction; slaughter; murder.
- ୨. ମାଂସପେଶୀର ଆଧିକ୍ୟ —୨. Plenty of muscles.
- ୩. ଆଘାତ —୩. A stroke; blow
- ୪. ପକ୍ଷାଘାତ —୪. Paralysis.
- ୫. ଗୁଣନ —୫. Multiplication.
- ୬. ଅଦୃଶ୍ୟତା; ଲୋପ —୬. Disappearence.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ହତ୍ୟାଜନିତ ପାପ —୧. Sin due to slaughter.
ଏ ବିଚିତ୍ର ତୋତେ ବଧ ନ ଲଗାଇ ପ୍ରାଚୀ. ରସବାରିଧି
- ୨. ସ୍ରୋତ ନ ଥିବା ଜଳ ଉପରେ ଜଳଜ ଘାସ ଆଦିର ଘନସ୍ତର —୨. A thick layer aquatic weeds spread on the surface of stagnant pools.
- ୩. ବହୁକାଳ ନ ଗାଧୋଇବା ଓ ଦେହକୁ ସଫା ନ କରିବା ଦୋଷରୁ ଦେହ ଉପରେ ଜମିବା ମଳିର ଘନ ସ୍ତର —୩. A thick layer of dirt formed on the lady body of a person who has not had a clean bath for a long time.
- ୪. ଘନ ସ୍ତର —୪. Thick layer.
ସଂସାର ସାଗର ବୁଡ଼ା ବଧ ବ୍ୟାଧି ଯିବ ଅଭିମନ୍ୟୁ. ବିଦିଗ୍ଧଚିନ୍ତାମଣି