ବଧୂ

ଉଇକିଅଭିଧାନ‌ରୁ

ବଧୂ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

=== ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ବହ୍ ଧାତୁ= ବହନ କରିବା+ କର୍ତ୍ତୃ. କର୍ମ. ଊ)

୧. ମହିଳା; ନାରୀ —୧. Woman.
୨. ଭାର୍ଯ୍ୟା; ପତ୍ନୀ; ସ୍ତ୍ରୀ —୨. Wife.
୩. ସ୍ନୂଷା; ପୂତ୍ରବଧୂ; ବୋହୁ — ୩. Daughter-in-law.
୪. କୂଳବଧୂ; କୁଳସ୍ତ୍ରୀ — ୪. A housewife.
୫. ଭୂଆଷୁଣୀ; ନବୋଢ଼ା ସ୍ତ୍ରୀ — ୫. Newly married lady.
୬. ପୃକ୍କା ବା ପୀଡ଼ଙ୍ଗ ଶାଗ —୬. A kind of pot-herb. Trigonella Corniculata.
୭. ଶ୍ୟାମା ଲତା —୭. A plant; Echites Frutescenss.
୮. ଶାରିବା; ଅନନ୍ତ ମୂଳ —୮. A medicinal root; Escliipias Pseudasarsa.
୯. ଶଟୀ ବା ଆମ୍ୱ ଅଦା —୯. Zedoary; Curcuma Zerumbets.



  • (file)