ବନାରସୀ

ଉଇକିଅଭିଧାନ‌ରୁ

ବନାରସୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ -[ସମ୍ପାଦନା]

୧. କାଶୀରେ ନିର୍ମିତ —୧. Made or manufactured in Benares.

(ଯଥା—ବନାରସୀ ପାଟ )

୨. ବନାରସର ଅଧିବାସୀ —୨. Inhabiting in or belonging to Benares.

(ଯଥା—ବନାରସୀ ନର୍ତ୍ତକୀ ବା ବାଈ )

ଦେଶଜ - ବିଶେଷ୍ୟ -[ସମ୍ପାଦନା]

କାଶୀ ପ୍ରସ୍ତୁତ ପାଟ ଲୁଗା — Benares silk cloth.