Jump to content

ବନିତା

ଉଇକିଅଭିଧାନ‌ରୁ

ବନିତା ଶବ୍ଦର ଅର୍ଥ କଣ?

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—(ବନ୍ ଧାତୁ=ମାଗିବା+କର୍ମ. ତ+ସ୍ତ୍ରୀ. ଆ)

[ସମ୍ପାଦନା]
୧. ଭାର୍ଯ୍ୟା; ସ୍ତ୍ରୀ —୧. Wife.
୨. ନାରୀ —୨. Woman.
୩. ପ୍ରିୟା; ପ୍ରିୟତମା ସ୍ତ୍ରୀ —୩. One's beloved lady.
୪. ସଂସ୍କୃତ ଛାନ୍ଦୋବିଶେଷ —୪. Name of a Sanscrit metre.