ବନ୍ତ
ଦେଖଣା
ବନ୍ତ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବନ୍ତ
|
ବନ୍ତା, ବନ୍ତୀ—ସ୍ତ୍ରୀ
ଦେଶଜ - ପ୍ରତ୍ୟୟ (ଅନ୍ୟ ଶବ୍ଦ ସଙ୍ଗରେ ଯୁକ୍ତ ହୁଏ; ସଂସ୍କୃତ - ବତ୍ ପ୍ରତ୍ୟୟର ଅପଭ୍ରିଂଶ)
[ସମ୍ପାଦନା]ଯୁକ୍ତ; ଯାହାର ଥାଏ —(a suffix meaning) Having.
(ଯଥା—ଭାଗ୍ୟବନ୍ତ; ଲକ୍ଷ୍ମିବନ୍ତ)
ପ୍ରାଦେଶିକ - (ପୁରୀ) ବିଶେଷ୍ୟ -
[ସମ୍ପାଦନା]ବାଲିକୁଦ —A heap or hillock of sand; sand dune.
ପ୍ରାଦେଶିକ - (ଗଡ଼ଜାତ; ଅନୁଗୁଳ) ବିଶେଷ୍ୟ -
[ସମ୍ପାଦନା][[]] ୧ ରାମ ଶିଆଳ ]] ୨ (ଦେଖ) - ୧. Rāmaṡiāḻa ୨ (See)
- ୨. ହେଟା —୨. Wolf.