ବନ୍ଦନ କରିବା

ଉଇକିଅଭିଧାନ‌ରୁ

ବନ୍ଦନ କରିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ବନ୍ଧନ)[ସମ୍ପାଦନା]

୧. ମନ୍ତ୍ରଯନ୍ତ୍ର ପ୍ରୟୋଗଦ୍ୱାରା ଭୂତପ୍ରେତାଦିଙ୍କୁ ବନ୍ଦିବା — ୧. To confine spirits through magic.
୨. ମନ୍ତ୍ର ଯନ୍ତ୍ର ପ୍ରୟୋଗଦ୍ୱାରା (ମୁଖର ବା ସ୍ତ୍ରୀ ଗର୍ଭର) ଶକ୍ତିକୁ ବନ୍ଦ କରିବା —୨. To restrain the proper working (e.g. of the mouth, of the womb) by magic.

ଅନୁବାଦ[ସମ୍ପାଦନା]

୩. (ସଂସ୍କୃତ - ବନ୍ଦ ଧାତୁ) ସ୍ତବ କରିବା; ପ୍ରଶଂସା କରିବା —୩. To praise; to pray.
୪. ପୂଜା କରିବା —୪. To worship.
୫. ନମସ୍କାର କରିବା —୫. To make obeisance.
୬. ବନ୍ଦାପନା କରିବା —୬. To formally welcome.