ବନ୍ଦର

ଉଇକିଅଭିଧାନ‌ରୁ

ବନ୍ଦର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ବନ୍ଦର)[ସମ୍ପାଦନା]

୧. ସମୁଦ୍ର ବା ନଦୀକୂଳରେ ଜାହାଜ ଲଗିବାର ସ୍ଥାନ; ନଦୀ ବା ସମୁଦ୍ରକୂଳସ୍ଥ ବାଣିଜ୍ୟ ସ୍ଥାନ —୧. Port; harbour.
୨. ବନ୍ଦର ସଂଲଗ୍ନ ନଗର —୨. Port town.