Jump to content

ବନ୍ଦର

ଉଇକିଅଭିଧାନ‌ରୁ

ବନ୍ଦର

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ବନ୍ଦର)

[ସମ୍ପାଦନା]
୧. ସମୁଦ୍ର ବା ନଦୀକୂଳରେ ଜାହାଜ ଲଗିବାର ସ୍ଥାନ; ନଦୀ ବା ସମୁଦ୍ରକୂଳସ୍ଥ ବାଣିଜ୍ୟ ସ୍ଥାନ —୧. Port; harbour.
୨. ବନ୍ଦର ସଂଲଗ୍ନ ନଗର —୨. Port town.