ବନ୍ଦାଣ
ଦେଖଣା
ବନ୍ଦାଣ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -(ସଂସ୍କୃତ - ବନ୍ଦନ)
[ସମ୍ପାଦନା]- ୧. ବନ୍ଦନ; ବନ୍ଦାପନା; ଅର୍ଚ୍ଚନା; ପ୍ରଦୀପ ଆଦି ଦେଖାଇ ଅଭ୍ୟର୍ଥନା କରିବା —୧. Act of saluting a person by waving lights before him.
ବନ୍ଦାଣ ମାସକେ କେତେ କେ ଉତ୍ସ କେ କେ ନିତି ବନ୍ଦାଇ ଭଞ୍ଜ. ବୈଦେହୀଶ ବିଳାସ
- ୨. ବନ୍ଦାଣ ଘର (ଦେଖ) - —୨. Bandāṇa ghara (See)
- ୩. ବ୍ରତ ବିବାହିଦିରେ ବନ୍ଧୁମାନଙ୍କର ବରକୁ ବା ବାଳକକୁ ଦେବା ଭେଟି —A present given to the bridegroom or the boy on the occassion of a marriage or upanayana.