ବନ୍ଦିବା

ଉଇକିଅଭିଧାନ‌ରୁ

ବନ୍ଦିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି—(ପଦ୍ୟ)—(ସଂସ୍କୃତ - ବନ୍ଦ୍ ଧାତୁ)[ସମ୍ପାଦନା]

୧. ବନ୍ଦନା କରିବା; ପୂଜା କରିବା —୧. To adore; to worship.

ଚରଣ ଯୁଗକପତୋର ବନ୍ଦେ ଅଷ୍ଟ ଦୁର୍ଗେଶ୍ୱର—କବିସୂର୍ଯ୍ୟ. କିଶୋରୀ ଚ୍ମପୂ ଚ. ଗୀତ

୨. ସ୍ତବ କରିବା —୨. To pray.

ବନ୍ଦାଏ ବାନ୍ଦିବାକୁ ନୃପଙ୍କ ବୀରତି—ଭଞ୍ଜ. ବୈଦେହୀଶିବାଳସ

୪. (ସଂସ୍କୃତ - ବନ୍ଧ୍ ଧାତୁ) ଭୂତ ପ୍ରେତାତିଙ୍କୁ କୌଣସି ବ୍ୟକ୍ତିର ଦେହରେ ବା କୌଣସି ସ୍ଥାନରେ ମନ୍ତ୍ର ଯନ୍ତ୍ର ପ୍ରଭାବଦ୍ୱାରା ଅବରୁଦ୍ଧ କରି ରଖିବା —୪. To confine an evil sprit inside the body a person or within certain limits by means of charms.
୫. ମନ୍ତ୍ର ଯନ୍ତ୍ର ପ୍ରୟୋଗଦ୍ୱାରା ସର୍ପର ଗତିରୋଧ କରିବା ବା ଦଂଶନ କର୍ପରୁ ସପକୁ ବିରତ କରାଇବା —୫. To cause a serpent become motionless or unable to bite by means of charm; to hypnotise or enchant a snake by incantations.

ଭୀମ କ୍ରୋଧକୁ ସର୍ପକୁ ମନ୍ତ୍ରି ଖରେ—କୃଷ୍ଣସିଂହ ମହଭାରତ ବନ

୬. ମନ୍ତ୍ରଯନ୍ତ୍ର ପ୍ରୟୋଗଦ୍ୱାରା କୌଣସି କାର୍ଯ୍ୟ(ଯଥା— ବାକ୍ୟୋଚ୍ଚାରଣ, ପ୍ରସବ, ଗର୍ଭଧାରଣ, ଗୋରୁ ଦୁଧ ଦେବା ଆଦି)— ବନ୍ଦ କରାଇବା —୬. To cause natural action to cease or stop by means of black magic.

ନଟ ସ୍ତିରୀଯାକ ଓଷରେ ଭରତାକୁ ବନ୍ଦି, ଘେନି ଶୁଅନ୍ତି ଆନ ପୁରୁଷକୁ—କୃଷ୍ଣ ସିଂହ ମହାଭାରତ ବନ

୭. ବ୍ରଣ ଆଦିକୁ ମନ୍ତ୍ର ଯନ୍ତ୍ର ପ୍ରୟୋଗଦ୍ୱାରା ଦୂଷିତ ବା କଷ୍ଟ— ଦାୟକ କରାଇବା —୭. To cause a boil or wound to rankle or fester without healing by means of charms.
୮. ବନ୍ଦି କରିବା; କଇଦି କରିବା —୮. To imprison.
୯. ବାହୁନିବା; ଗୁଣ ଗୁଣି ହାହାକାର ଦେବା —୯. To weep; to sob out.

ଏହି ରୂପେ ଭାଇ ମାନଙ୍କ ଗୁଣ ବନ୍ଦି ଯୁଧିଷ୍ଟିର ରଜା ବନରେ କାନ୍ଦି କାନ୍ଦି—କୃଷ୍ଣ ସିଂହ ମହାଭାରତ ବନ