ବନ୍ଧୁଜୀବ
ଦେଖଣା
ବନ୍ଧୁଜୀବ
ଉଚ୍ଚାରଣ
[ସମ୍ପାଦନା][ବନ୍ଧ(ନ୍ଧୂ)ଜୀବକ—ଅନ୍ୟରୂପ]
ସଂସ୍କୃତ - ବିଶେଷ୍ୟ -[ବନ୍ଧ୍ଧାତୁ+ଉ (ଉ)+ଜୀବ୍+ଅ]
[ସମ୍ପାଦନା]ବଧୁଲି (ଦେଖ) - Badhuli (See)
ବିଶେଷଣ - ବନ୍ଧୁ ଯାହାର ଜୀବନ ସ୍ୱରୁପ; ବନ୍ଧଗତପ୍ରାଣ —Sincerely devoted to one's friend.
ଜନବାସୀ ରସିକା ରସିକା ନୋହୁ ଥିବ ଯେ ବନ୍ଧୁ ଜୀବ ବୋଲିବାକୁ ବନ୍ଧୁ ଜୀବ ରାବ ଯେ ଭଞ୍ଜ, ବୈଦେହୀଶବିଳାସ