ବନ୍ୟା

ଉଇକିଅଭିଧାନ‌ରୁ

ବନ୍ୟା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - . (ବନ=ଜଳ+ସମୂହାର୍ଥେ ଯ+ ଆ; ବନ= ଅରଣ୍ୟ+ ଜାତାର୍ଥେ. ଯ+ଆ)[ସମ୍ପାଦନା]

୧. ଅରଣ୍ୟାନୀ; ବନସମୂହ —୧. Range of forests.

ବନ୍ୟାଶିଖରର ତହିଁ ବିପ୍ରଲବଧା ପ୍ରାୟ ହୋଇ ଋଷିବାର ପ୍ରବର୍ତ୍ତାଇ ଅଛି ଯେ—ଭଞ୍ଜ. ବୈଦେହୀଶବିଳାସ

୨. ବଢ଼ୀ; ଜଳପ୍ଲାବନ —୨. Flood; inundation.
୩. ମୁଦ୍ଗୁପର୍ଣ୍ଣୀ —୩. Pheseolus Trilobous.
୪. ଗୋପାଳ କର୍କଟୀ —୪. A kind of wild fruit.
୫. ଗୁଞ୍ଚା; କାଇଞ୍ଚ —୫. Abrus Precetorius.
୬. ମିଶ୍ରେୟା; ସଉପ —୬. Anissed; Pimpinella Anisum.
୭. ଭଦ୍ରମୁସ୍ତା —୭. A sort of bulbous grass root.
୮. ଗନ୍ଧପତ୍ରା —୮. A species of zedoary.
୯. ଅଶ୍ୱଗନ୍ଧା (ଦେଖ) - (ହିନ୍ଦୀ - ଶ) — ୯. Aṡwagandhā (See)