ବବର୍ଚ୍ଚି
ବବର୍ଚ୍ଚି
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ବବରଚି, ବବୁରୁଚି ଅନ୍ୟରୂପ
ବୈଦେଶିକ - ବି—(ଫାରାସୀ - )—(ତୁର୍କୀ, ବାବର୍ଚୀ)[ସମ୍ପାଦନା]
ପାଚକ; ସାହେବ ଓ ମୁସଲମାନମାନଙ୍କ ପାଚକ — Cook (of Europeans and Mahommedans.)
ଆସାମ ଚା ବଗିଚା ମେନେଜର ସାହେବ ଗୋଟାଏ କୁଲି ଟୋକାକୁ ବାବୁଚି କାମରେ ବାହାଲ କରିଥିଲେ ଫକୀରମୋହନ, ଗଳ୍ପସ୍ୱଳ୍ପ