ବବର୍ଚ୍ଚି ଖାନା
ଦେଖଣା
ବବର୍ଚ୍ଚି ଖାନା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବବର୍ଚ୍ଚି ଖାନା
|
ବୈଦେଶିକ - ବି— (ତୁର୍କୀ. ବାବର୍ଚୀ+ଫାରାସୀ - ଖାନାହ୍)
[ସମ୍ପାଦନା](ସାହେବ ଓ ମୁସଲମାନମାନଙ୍କ) ରନ୍ଧନଶାଳ —Cook room; kichen.
ସାହେବ ଦିନେ ବବୁର୍ଚି ଖାନା ତଦାରଖ କରିବାକୁ ଚାଲିଗଲେ— ଫକୀରମୋହନ—ଗଳ୍ପସ୍ୱଳ୍ପ