ବବୁର୍ଚି
ଦେଖଣା
ବବୁର୍ଚି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବବରଚି, ବବୁରୁଚି ଅନ୍ୟରୂପ
ବୈଦେଶିକ - ବି—(ଫାରାସୀ - )—(ତୁର୍କୀ, ବାବର୍ଚୀ)
[ସମ୍ପାଦନା]ପାଚକ; ସାହେବ ଓ ମୁସଲମାନମାନଙ୍କ ପାଚକ — Cook (of Europeans and Mahommedans.)
ଆସାମ ଚା ବଗିଚା ମେନେଜର ସାହେବ ଗୋଟାଏ କୁଲି ଟୋକାକୁ ବାବୁଚି କାମରେ ବାହାଲ କରିଥିଲେ ଫକୀରମୋହନ, ଗଳ୍ପସ୍ୱଳ୍ପ