ବମ୍

ଉଇକିଅଭିଧାନ‌ରୁ

ବମ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ଅ.—(ଧ୍ୱନ୍ୟନୁକରଣ)[ସମ୍ପାଦନା]

୧. ଗାଲ ବାଦ୍ୟ — ୧. Sound produced by stirking the puffed up cheeks with the fingers.

[ଦ୍ରଷ୍ଟବ୍ୟ —ଗାଲକୁ ଫୁଲାଇ ପା଼ଟି ମୁଦି ହାତର ଆଙ୍ଗୁଠିଦ୍ୱାରା ଗାଲର ଦୁଇ ପାଖ ଆଘାତ କଲେ ଓଠ ବାଟେ ପବନ କ୍ରମଶଃ ବାହାରୁ ଥିବା ବେଳେ ଏ ଶବ୍ଦ ଉତ୍ପନ୍ନ ହୁଏ]

୨. ଡମ୍ୱରୁ ଧ୍ୱନି — ୨. The sound of Ṣiba's bands drum.

[ଦ୍ରଷ୍ଟବ୍ୟ —ମହାଦେବଙ୍କୁ ସ୍ତତ କରିବା ପୂର୍ବରୁ ବମ୍, ବମ୍ ଭୋଳା ଓ ବମ୍ ଭୋଳାନାଥ ଶବ୍ଦ ଉଚ୍ଚାରଣ କରାଯାଏ]

୩. ବରୁଣ ଦେବତାଙ୍କ ମନ୍ତ୍ରର ବୀଜ ଅକ୍ଷର —୩. The mystical syllable uttered as the essential part in the worship of the Indian Neptune.

ଅନୁବାଦ[ସମ୍ପାଦନା]

ବୈଦେଶିକ - ବି—(ଇଂରାଜୀ - ବମ୍ୱ୍, ପର୍ଟୁ ଗୀଜ୍—ବମ୍ୱା)[ସମ୍ପାଦନା]

୧. ବୋମା; ବାମ୍ୱାଜୀ, ବାଣର ଗୋଳା, ଯାହାକି ବମ୍ ଶବ୍ଦ କରି ଫୁଟେ —୧. A bomb.

(ଇଂରାଜୀ - ବୀମ୍, ବାମ୍ୱୁ ଘୋଡ଼ା ଗାଡ଼ିର ସାମନାର ଦଣ୍ଡ ଯୁଗନ୍ଧର — ୨. The beam of a carriage.

୩. (ଫାରାସୀ - ) ତାସ୍ ଖେଳର ଗ୍ରାବୁ ଖେଳରେ ଏକ ପକ୍ଷ କ୍ରମାନ୍ୱୟରେ ୬ ଥର ଜିତିବା ଅବସ୍ଥା—(ତାସ୍ ଖେଳ ତଳେ ନୋଟ ଦେଖ) —୩. Successive winning of one party for six times in a game of cards called Grābu.

ଦେଶଜ - ବି—(ସଂସ୍କୃତ - ବ୍ୟୋମ)[ସମ୍ପାଦନା]

ମହାଦେବ —Ṡiba.