ବମ୍
ଦେଖଣା
ବମ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ଅ.—(ଧ୍ୱନ୍ୟନୁକରଣ)
[ସମ୍ପାଦନା]- ୧. ଗାଲ ବାଦ୍ୟ — ୧. Sound produced by stirking the puffed up cheeks with the fingers.
[ଦ୍ରଷ୍ଟବ୍ୟ —ଗାଲକୁ ଫୁଲାଇ ପା଼ଟି ମୁଦି ହାତର ଆଙ୍ଗୁଠିଦ୍ୱାରା ଗାଲର ଦୁଇ ପାଖ ଆଘାତ କଲେ ଓଠ ବାଟେ ପବନ କ୍ରମଶଃ ବାହାରୁ ଥିବା ବେଳେ ଏ ଶବ୍ଦ ଉତ୍ପନ୍ନ ହୁଏ]
- ୨. ଡମ୍ୱରୁ ଧ୍ୱନି — ୨. The sound of Ṣiba's bands drum.
[ଦ୍ରଷ୍ଟବ୍ୟ —ମହାଦେବଙ୍କୁ ସ୍ତତ କରିବା ପୂର୍ବରୁ ବମ୍, ବମ୍ ଭୋଳା ଓ ବମ୍ ଭୋଳାନାଥ ଶବ୍ଦ ଉଚ୍ଚାରଣ କରାଯାଏ]
- ୩. ବରୁଣ ଦେବତାଙ୍କ ମନ୍ତ୍ରର ବୀଜ ଅକ୍ଷର —୩. The mystical syllable uttered as the essential part in the worship of the Indian Neptune.
ଅନୁବାଦ
[ସମ୍ପାଦନା]ବୈଦେଶିକ - ବି—(ଇଂରାଜୀ - ବମ୍ୱ୍, ପର୍ଟୁ ଗୀଜ୍—ବମ୍ୱା)
[ସମ୍ପାଦନା]- ୧. ବୋମା; ବାମ୍ୱାଜୀ, ବାଣର ଗୋଳା, ଯାହାକି ବମ୍ ଶବ୍ଦ କରି ଫୁଟେ —୧. A bomb.
(ଇଂରାଜୀ - ବୀମ୍, ବାମ୍ୱୁ ଘୋଡ଼ା ଗାଡ଼ିର ସାମନାର ଦଣ୍ଡ ଯୁଗନ୍ଧର — ୨. The beam of a carriage.
- ୩. (ଫାରାସୀ - ) ତାସ୍ ଖେଳର ଗ୍ରାବୁ ଖେଳରେ ଏକ ପକ୍ଷ କ୍ରମାନ୍ୱୟରେ ୬ ଥର ଜିତିବା ଅବସ୍ଥା—(ତାସ୍ ଖେଳ ତଳେ ନୋଟ ଦେଖ) —୩. Successive winning of one party for six times in a game of cards called Grābu.
ଦେଶଜ - ବି—(ସଂସ୍କୃତ - ବ୍ୟୋମ)
[ସମ୍ପାଦନା]ମହାଦେବ —Ṡiba.