ବରଜିବା

ଉଇକିଅଭିଧାନ‌ରୁ

ବରଜିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - (ପଦ୍ୟ) କ୍ରି. (ସଂସ୍କୃତ - ବର୍ଜ୍ଜ୍ ଧାତୁ= ତ୍ୟାଗ କରିବା)[ସମ୍ପାଦନା]

ଛାଡ଼ିବା —To give up; to suhn.

ଅନୁବାଦ[ସମ୍ପାଦନା]

ବରଜି ନିରାଶା ମନୁ ଶୁଣ ହେ ସମ୍ୱାଦ ମଧୁସୂଦନ, ବସନ୍ତଗାଆ

ପ୍ରାଦେଶିକ - (ଗଡ଼ଜାତ)କ୍ରିୟାପଦ -[ସମ୍ପାଦନା]

ଚିଡ଼ିବା; ରାଗିବା —To fret.