ବରତ
ଦେଖଣା
ବରତ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବରତ
|
(ବର୍ତ୍ତ—ଅନ୍ୟରୂପ)
ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ବ୍ରତ)
[ସମ୍ପାଦନା]- ୧. ବ୍ରତ (ଦେଖ) - —୧. Brata (See).
କି ନୀତି କି ଜାତି ଶୀଳ, କି କୁଳ ବରତ ଫଳ, ଠଉରି ପାରିଲା ମୋ ମତିରେ କବିସୂର୍ଯ୍ୟ. କିଶୋରୀଚମ୍ପୂ କ. ଗୀତ
- ୨. ଅନନ୍ତବ୍ରତ ପରି କୌଣସି ବିଶିଷ୍ଟ ବ୍ରତ ଉପଲକ୍ଷରେ ବ୍ରତ— ଧାରୀର ହାତରେ ବନ୍ଧାଯିବା ବାଜୁବନ୍ଧ —୨. An amulet worn on the ocasion of Anantabrata.