ବର୍ଣ୍ଣନ

ଉଇକିଅଭିଧାନ‌ରୁ

ବର୍ଣ୍ଣନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ବର୍ଣ୍ଣ+ଭାବ. ଅନ)[ସମ୍ପାଦନା]

୧. ବାକ୍ୟ ବିସ୍ତାର କରଣ; ବିସ୍ତାରିତ ରୂପେ କଥନ; କୈଣସି ବିଷୟର ବିସ୍ତାରିତ ବିବରଣ —୧. Describing; description.
୨. ଗୁଣ କଥନ; ପ୍ରଶଂସା କରଣ; ସ୍ତୁତିପାଠ —୨. Praising; eulogy.
୩. ଅନ୍ୟର ଚ଼ିତ୍ତ ବିନୋଦନ —୪. Act of pleasing another.
୪. ର଼ଞ୍ଜନ; ଚିତ୍ରଣ —୪. Painting; dying.
୫. ଲେଖିବା —୫. Writing.
୬. ବ୍ୟାଖ୍ୟାନ —୬. Explaining; explanation.