ବର ପୁତ୍ର

ଉଇକିଅଭିଧାନ‌ରୁ

ବର ପୁତ୍ର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବରଦ୍ୱାରା ପ୍ରାପ୍ତ ପୁତ୍ର; ମଧ୍ୟପଦଲୋପୀ କର୍ମଧା)[ସମ୍ପାଦନା]

୧. ଦେବତାଙ୍କ ବର ଯୋଗୁଁ ଜାତ ସନ୍ତାନ — ୧. A son born by the blessings of a Deity.
୨. ଦେବତାଙ୍କ ବିଶେଷ ଅନୁଗ୍ରହ ପାତ୍ର —୨. A person specially favoured by the Deities; a favourite of the Gods.
୩. ନିଜ ପୁତ୍ର ପରି ଦେବତାଙ୍କଦ୍ୱାରା ଅନୁଗୃହୀତ —୩. Favoured and looked upon by a Deity as His own offspring.

(ଯଥା—ଉପେନ୍ଦ୍ର ଭଞ୍ଜ ସରସ୍ୱତୀଙ୍କ ବରପୁତ୍ର ଥିଲେ)

୪. ଦେବତାଙ୍କଠାରୁ ବରପ୍ରାପ୍ତ ବ୍ୟକ୍ତି —୪. A person who has got a special boon from a Deity.
୫. ଶ୍ରେଷ୍ଠ ପୁତ୍ର —୫. Best son.