Jump to content

ବଳଦ ବା(ପୁ)ଡ଼ା

ଉଇକିଅଭିଧାନ‌ରୁ

ବଳଦ ବା(ପୁ)ଡ଼ା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେ,. ବିଶେଷ୍ୟ -

[ସମ୍ପାଦନା]

ବଳଦ ବିଚାର (ବଳଦ ପ୍ରତି ପ୍ରୀତି ବା ଅନୁକମ୍ପାସୂଚକ ସମ୍ୱୋଧନ) — The por bullock (used in pity.)

ବଳଦ ବାପଡ଼ା ବିଭା ହୋଇଗଲା ଗଗନେ ଉଡ଼ିଲା ଧୂଳି ବିଲଇ କଙ୍କଡ଼ା ମୃଦଙ୍ଗ ଟିପିଲେ ବେଙ୍ଗ ଦେଲେ ହୁଳିହୁଳି— ଶରୀରଭେଦ ଭଜନ ଗାଈ ସହଦେବଙ୍କର, ଷଣ୍ଢ ମହାଦେଙ୍କର ବଳଦବାପୁଡ଼ା କାହାରି ନୁହେଁ—ଢ଼ଗ