ବଳରାମ

ଉଇକିଅଭିଧାନ‌ରୁ

ବଳରାମ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ବଳ+ରମ ଧାତୁ= କ୍ରୀଡ଼ା କରିବା+କର୍ତ୍ତୃ. ଅ)[ସମ୍ପାଦନା]

ଶ୍ରୀକୃଷ୍ଣଙ୍କ ବଡ଼ ସାବତ ଭାଇ; ବଳଦେବ; ବଳଭଦ୍ର, ବିଷ୍ଣୁଙ୍କର ଅଷ୍ଟମ ଅବତାର —The elder step- brother of Srīkṛushṇa; the ୮th incarnation of Bishṇu.